ବହ୍ୱାରମ୍ଭ Bahwārambha

  • ସଂ. ବି. (କର୍ମଧା; ବହୁ+ଆରମ୍ଭ) — ମହା ଆଡ଼ମ୍ବର — Much ado
  • ସଂ. ବି. (କର୍ମଧା; ବହୁ+ଆରମ୍ଭ) — (ଯଥା—ବହ୍ୱାରମ୍ଭ ଲଘୁ କ୍ରିୟା—ସଂସ୍କୃତ ପ୍ରବଚନ।)
  • ସଂ. ବିଣ. (ବହୁବ୍ରୀହି) — ଯେଉଁ କାର୍ଯ୍ୟର ଆରମ୍ଭ ବିଶେଷ ଘନଘଟା ସହିତ କରାଯାଏ — (work) Begun with a great ado
  • ସଂ. ବିଣ. (ବହୁବ୍ରୀହି) — ମହାଆଡ଼ମ୍ବରମୟ — Grand