ବହ୍ୱର୍ଥ Bahwartha

  • ସଂ. ବିଣ.—(ବହୁବ୍ରୀହି; ବହୁ+ଅର୍ଥ) — ନାନାର୍ଥଯୁକ୍ତ; ଯାହାର ନାନା ପ୍ରକାର ଅର୍ଥ ହୋଇପାରେ — Having more than one meaning