ବହ୍ୱପତ୍ୟା Bahwapatyā

  • ସଂ. ବିଣ. ସ୍ତ୍ରୀ. (ବହପତ୍ୟ+ସ୍ତ୍ରୀ. ଆ) — ବହ୍ୱପତ୍ୟର ସ୍ତ୍ରୀଲିଙ୍ଗ — Feminine of Bahwapatya
  • ସଂ. ବି. ସ୍ତ୍ରୀ — ଶୂକରୀ — A sow
  • ସଂ. ବି. ସ୍ତ୍ରୀ — ମୂଷା — Rat