ବହ୍ନିମନ୍ଥ Bahnimantha

  • ସଂ. ବିଣ. (ବହ୍ନି+ମନ୍ଥ ଧାତୁ+କରଣ. ଅ) — ମନ୍ଥନଦ୍ୱାରା ଅଗ୍ନି ଉତ୍ପାଦକ; ଯାହାକୁ ଘଷିଲେ ନିଆଁ ବାହାରେ — Producing fire when rubbed
  • ସଂ. ବି — ଅଗ୍ନିମନ୍ଥ; ଅଗବଥୁ ଗଛ — Premna integrifolia (tree)