ବହ୍ନିନାମ Bahni nāma

  • ସଂ. ବି.—(ବହୁବ୍ରାହି; ବହ୍ନି+ନାମନ୍; 1 ମା. 1 ବ.) — ଚିତ୍ରକ; ଧଳାଚିତା — Swallow wort
  • ସଂ. ବି.—(ବହୁବ୍ରାହି; ବହ୍ନି+ନାମନ୍; 1 ମା. 1 ବ.) — ଭାଲିଆ (ହି. ଶବ୍ଦସାଗର) — Marking nut (plant)