ବହ୍ନିଗର୍ଭ Bahnigarbha

  • ସଂ. ବିଣ. (ବହୁବ୍ରୀହି; ବହ୍ନି+ଗର୍ଭ) — ଯାହାର ଗର୍ଭ ବା ଅନ୍ତଃସ୍ଥଳରେ ଅଗ୍ନି ଥାଏ — Having fire inside
  • ସଂ. ବିଣ. (ବହୁବ୍ରୀହି; ବହ୍ନି+ଗର୍ଭ) — ଯାହାକୁ ଘଷିଲେ ନିଆଁ ବାହାରେ — Producing fire when rubbed
  • ସଂ. ବି — ବାଉଁଶ — Bamboo
  • ସଂ. ବି — ସମୁଦ୍ର — The ocean