ବହ୍ (ଧାତୁ) Bah (root)
- ସଂ — ବହନ କରିବା — To carry
- ସଂ — ପ୍ରବାହିତ ହେବା; ବହିବା — To flow; to blow
- ସଂ — [ଦ୍ର—ଏଥିରେ ତ ପ୍ରତ୍ୟୟ ହୋଇ ବିଶେଷଣରେ ଊଢ଼ ଓ ତି ପ୍ରତ୍ୟୟ ହୋଇ ବିଶେଷ୍ୟରେ ଊଢ଼ି ହୁଏ।]
- ସଂ — ଚଳାଇବା — To drive; to propel (Apte)
- ସଂ — ବାଟ କଢ଼ାଇ ନେବା — To lead on
- ସଂ — ବିସ୍ତାରିତ କରିବା — To spread; to diffuse
- ସଂ — ଧାରଣ କରିବା — To have; to possess
- ସଂ — ଘେନି ପଳେଇଯିବା; ହରଣ କରିବା; ଚୋରି କରି ନେବା — To take away; to rob; to carry off
- ସଂ — ପିନ୍ଧିବା — To wear
- ସଂ — ଗର୍ଭ ଧାରଣ କରିବା — To be with child
- ସଂ — ଟାଣିବା — To draw
- ସଂ — ଟେକି ଧରିବା — To sustain; to support