ବହୂପରସନିଆ Bahūparasaniā

  • ପ୍ରାଦେ. (ସମ୍ବଲପୁର) ବି. (ସଂ. ବଧୂ+ପରିବେଶଣ) — ବୋହୂର ପରିବେଶଣ ବା ପରଶିବା; ଶଶୁରଙ୍କ ଭୋଜନାର୍ଥ ବଧୂଦ୍ୱାରା ଅନ୍ନାଦିର ପରିବେଷଣ — The daughter-in-law's serving food to her father-in-law