ବହୂପମା Bahūpamā

  • ସଂ. ବି. (ବହୁବ୍ରୀହି; ବହୁ+ଉପମା) — ଉପମାଳଙ୍କାରବିଶେଷ; ଯେଉଁ ଅଳଙ୍କାରରେ ଗୋଟିଏ ଉପମେୟକୁ ଅନେକ ଉପମାନ ସଙ୍ଗେ ତୁଳନା କରାଯାଏ (ହି. ଶ.) — A figure of speech in which one thing is compared to many other similar things