ବହୁଶ୍ରେୟାନ୍ Bahu ṡreyān

  • ସଂ. ବିଣ. ପୁଂ. (ବହୁବ୍ରୀହି; ବହୁ+ଶ୍ରେୟସ୍; ବହୁଶ୍ରେୟସ୍ 1 ମା. 1 ବ.) — ବହୁ ସୁଗୁଣଶାଳୀ — Having many good qualities
  • ସଂ. ବିଣ. ପୁଂ. (ବହୁବ୍ରୀହି; ବହୁ+ଶ୍ରେୟସ୍; ବହୁଶ୍ରେୟସ୍ 1 ମା. 1 ବ.) — ଅତି ଉତ୍ତମ — Excellent