ବହୁଶ୍ରୁତ Bahu ṡruta

  • ସଂ. ବିଣ. ପୁଂ. (ବହୁ+ଶ୍ରୁତ=ଶୁଣିଥିବା; ଅନେକବାର ବେଦାଦି ଶ୍ରବଣ କରିଥିବାରୁ) — ସୁପଣ୍ଡିତ — Very learned
  • ସଂ. ବିଣ. ପୁଂ. (ବହୁ+ଶ୍ରୁତ=ଶୁଣିଥିବା; ଅନେକବାର ବେଦାଦି ଶ୍ରବଣ କରିଥିବାରୁ) — ସୁଶିକ୍ଷିତ — Well educated
  • ସଂ. ବିଣ. ପୁଂ. (ବହୁ+ଶ୍ରୁତ=ଶୁଣିଥିବା; ଅନେକବାର ବେଦାଦି ଶ୍ରବଣ କରିଥିବାରୁ) — ବେଦାଦି ଶାସ୍ତ୍ରଜ୍ଞ — Well versed in the Bedas