ବହୁଭାଗ୍ୟ Bahubhāgya

  • ସଂ. ବି. (କର୍ମଧା; ବହୁ+ଭାଗ୍ୟ) — ଅତିଶୟ ସୌଭାଗ୍ୟ — Good fortune
  • ସଂ. ବିଣ. ପୁଂ. (ବହୁବ୍ରୀହି) — ସୌଭାଗ୍ୟବାନ୍ — Fortunate