ବହୁପର୍ଣ୍ଣୀ Bahuparṇṇī

  • ସଂ. ବିଣ—(ବହୁବ୍ରୀହି; ବହୁ+ପର୍ଣ୍ଣ) — ଅନେକ ପତ୍ର ବିଶିଷ୍ଟ; ବହୁପତ୍ର; ବହୁଦଳ — Having many leaves, polypetalous
  • ସଂ. ବି — ସପ୍ତଚ୍ଛଦ ବୃକ୍ଷ; ଛତିଆନା ଗଛ — Chhatiānā (See)