ବହୁଦୁଗ୍ଧା Bahu dugdhā

  • ସଂ. ବିଣ. ସ୍ତ୍ରୀ. (ବହୁଦୁଗ୍ଧ+ ସ୍ତ୍ରୀ. ଆ) — ବହୁକ୍ଷୀରା; ଯେଉଁ ଗାଈ ଅନେକ ପରିମାଣରେ ଦୁଧ ଦିଏ — (a cow) Giving much milk