ବହୁଦର୍ଶୀ Bahudarṡī
- ସଂ. ବିଣ. ପୁଂ. (ବହୁ+ ଦୃଶ୍ ଧାତୁ+ କର୍ତ୍ତୃ. ଇନ୍; 1 ମା. 1 ବ) ବହୁଜ୍ଞ; ଯେ ବହୁତ ବିଷୟ ଦେଖି ଥାଏ, ଅନୁଭବୀ — Experienced
- ସଂ. ବିଣ. ପୁଂ. (ବହୁ+ ଦୃଶ୍ ଧାତୁ+ କର୍ତ୍ତୃ. ଇନ୍; 1 ମା. 1 ବ) ପର୍ଯ୍ୟବେକ୍ଷକ — Observant
- ସଂ. ବିଣ. ପୁଂ. (ବହୁ+ ଦୃଶ୍ ଧାତୁ+ କର୍ତ୍ତୃ. ଇନ୍; 1 ମା. 1 ବ) ଜ୍ଞାନୀ — Wise
- ସଂ. ବିଣ. ପୁଂ. (ବହୁ+ ଦୃଶ୍ ଧାତୁ+ କର୍ତ୍ତୃ. ଇନ୍; 1 ମା. 1 ବ) କାର୍ଯ୍ୟାକାର୍ଯ୍ୟ ବିଚାରକ — Prudent