ବହୁଦକ୍ଷିଣ Bahu dakshiṇa

  • ସଂ. ବିଣ. ପୁଂ (ବହୁ+ ଦକ୍ଷିଣ=ଉଦାର) — ବଦାନ୍ୟ ଅତ୍ୟୁଦାର — Very liberal; munificent
  • ସଂ. ବିଣ. ପୁଂ (ବହୁ+ ଦକ୍ଷିଣ=ଉଦାର) — ଯେଉଁ ଯଜ୍ଞାଦିରେ ବହୁତ ଦକ୍ଷିଣା ଦିଆଯାଏ — (a vedic festival) Attended with various presents and offerings