ବହୁତୃଣ Bahu tṛuṇa

  • ସଂ. ବିଣ — (ତୃଣ+ ତୁଲ୍ୟାର୍ଥରେ ବହୁ; ପୂର୍ବନିପାତ)— ତୃଣତୁଲ୍ୟ; ତୃଣ ସଦୃଶ; ତୃଣବତ୍ — Like grass
  • ସଂ. ବିଣ — (ବହୁବ୍ରୀହି; ବହୁ+ ତୃଣ)—ଯେଉଁ— ଠାରେ ବିଶେଷ ଘାସ ଜନ୍ମି ଥାଏ — Grassy
  • ସଂ. ବିଣ — ହେୟ; ତୁଚ୍ଛ — Insignificant (Apte)
  • ସଂ. ବି — ପଡ଼ିଆ — Meadow
  • ସଂ. ବି — ଘାସଥିବା ଭୂମି — A grassy plot of land