ବହୁଗନ୍ଧ Bahugandha

  • ସଂ. ବିଣ. (ବହୁବ୍ରୀହି; ବହୁ+ଗନ୍ଧ) — ତୀବ୍ରଗନ୍ଧବିଶିଷ୍ଟ, କଡ଼ା ବାସନାଯୁକ୍ତ — Strong-scented
  • ସଂ. ବି — କୁନ୍ଦୁରୁଖଟି; ସୁଗନ୍ଧ ଧୂପଦ୍ରବ୍ୟବିଶେଷ — Olibanum
  • ସଂ. ବି — ତେଜପତ୍ର — The cassia leaves
  • ସଂ. ବି — ଡାଳଚିନି — Cinnamon