ବହୁଗନ୍ଧା Bahugandhā

  • ସଂ. ବି. ସ୍ତ୍ରୀ — ଚମ୍ପାକଢ଼ି — The bud of Champaka flower
  • ସଂ. ବି. ସ୍ତ୍ରୀ — ଯୂଥିକା; ଯୂଈ — Arabian Jasmine
  • ସଂ. ବି. ସ୍ତ୍ରୀ — କଳାଜୀରା — The black cumin seed; Aligela Indica