ବହୁକ୍ଷମ Bahukshama

  • ସଂ. ବିଣ. ପୁଂ. (ବହୁ+କ୍ଷମ୍ ଧାତୁ+ କର୍ତ୍ତୃ. ଅ) — ଯେ ବହୁକ୍ଳେଶ ସହିପାରେ — Capable of much endurance
  • ସଂ. ବିଣ. ପୁଂ. (ବହୁ+କ୍ଷମ୍ ଧାତୁ+ କର୍ତ୍ତୃ. ଅ) — ସହିଷ୍ଣୁ — Patient
  • ସଂ. ବିଣ. ପୁଂ. (ବହୁ+କ୍ଷମ୍ ଧାତୁ+ କର୍ତ୍ତୃ. ଅ) — ବିଶେଷ କ୍ଷମାଶୀଳ — Very forgiving
  • ସଂ. ବି — ଜୀନବିଶେଷ — A deified Jaina saint (Apte)