ବହୁକୂର୍ଚ୍ଚ Bahukūrchcha

  • ସଂ. ବି. (ବହୁବ୍ରୀହି; ବହୁ+କୂର୍ଚ୍ଚ) — ମଧୁନାରିକେଳ; ଏକପ୍ରକାର ସୁସ୍ୱାଦୁ ନଡ଼ିଆ — A kind of excellent cocoanut with sweet kernel