ବହିଷ୍କୃତ Bahishkṛuta

  • ସଂ. ବିଣ. (ବହିଃ+କୃତ) — ଦୂରୀକୃତ; ଯାହାକୁ ତଡ଼ି ଦିଆଯାଇ ଥାଏ — Expelled; driven out; turned out
  • ସଂ. ବିଣ. (ବହିଃ+କୃତ) — ସ୍ଥାନାନ୍ତରିତ — Removed
  • ସଂ. ବିଣ. (ବହିଃ+କୃତ) — ବର୍ଜ୍ଜିତ — Rejected