ବହିଷ୍କରଣ Bahishkaraṇa
- ସଂ. ବି. (ବହିଃ+କରଣ) — ବାହାର କରିଦେବା; ତଡ଼ିଦେବା; ଦୂରୀକରଣ — Removal; expulsion; expelling; driving away
- ସଂ. ବି. (ବହିଃ+କରଣ) — ବର୍ଜନ — Abandoning; rejection
- ସଂ. ବି. (ବହିଃ+କରଣ) — ଆବିଷ୍କାର କରିବା — Making a discovery
- ସଂ. ବି. (ବହିଃ+କରଣ) — ଜାତିଚ୍ୟୁତି — Excommunication
- ସଂ. ବି. (ବହିଃ+କରଣ) — ବାହ୍ୟେନ୍ଦ୍ରିୟ — External organ