ବହିର୍ଲିପି Bahirlipi
- ସଂ. ବି. (ବହିଃ=ବାହାରେ ପ୍ରକଟିତ+ ଲିପି) — ଶବ୍ଦାଳଙ୍କାର ବା ଚିତ୍ରରଚନାବିଶେଷ — A rhetorical composition in which the 1st 2nd or any other letters of the successive lines, when put one after the other, make out a meaning intended to be conveyed by the composer; a poetical composition in which the intention of the author becomes patent by putting a particular letter of each line; as opposed to Antarlipi in which the meaning is latent or lies hidden in the words which are got in answer to the questions put in the successive lines
- ସଂ. ବି. (ବହିଃ=ବାହାରେ ପ୍ରକଟିତ+ ଲିପି) — [ଦ୍ର—ବହିର୍ଲିପିରେ ପ୍ରତିପଦର ଆଦ୍ୟ, ମଧ୍ୟ. ଦ୍ୱିତୀୟ ବା ଶେଷ ଅକ୍ଷରମାନଙ୍କୁ ଯଥାକ୍ରମେ ଧାଡ଼ିମୂଳିଆ କରି ବସାଇଲେ ସେହି ଅକ୍ଷରମାନଙ୍କଦ୍ୱାରା ଯେଉଁ ବାକ୍ୟ ହେବ, ତହିଁରୁ ରଚକଙ୍କ ମନୋଭାବ ବ୍ୟକ୍ତ ହୁଏ। ଅନ୍ତର୍ଲିପି ରଚନାରେ ପ୍ରତି ଧାଡ଼ିରେ ଥିବା ପ୍ରଶ୍ନର ଉତ୍ତର ବା ସମାଧାନରୂପେ ଯେଉଁ ପଦମାନ ବାହାରେ ସେହି ପଦମାନଙ୍କ ଆଦ୍ୟ, ମଧ୍ୟ ବା ପ୍ରାନ୍ତ ଅକ୍ଷରମାନଙ୍କୁ ଧାଡ଼ିମୂଳିଆ କରି ବସାଇଲେ ରଚକଙ୍କ ମନୋଭାବ ବ୍ୟକ୍ତ ହୁଏ। ଅନ୍ତର୍ଲିପିରେ ରଚକଙ୍କ ମନୋଭାବ ଅନ୍ତର୍ନିହିତ — (latent)ଥାଏ, ବହିର୍ଲିପିରେ ଏହା ବହିର୍ନିହିତ ବା ପ୍ରକାଶିତ(patent or apparent)ଥାଏ
- ସଂ. ବି. (ବହିଃ=ବାହାରେ ପ୍ରକଟିତ+ ଲିପି) — ବହିର୍ଲିପିର ଉଦାହରଣଃ
- ସଂ. ବି. (ବହିଃ=ବାହାରେ ପ୍ରକଟିତ+ ଲିପି) — କେହି ନାରୀ ସଙ୍ଗରେ ରଙ୍ଗରେ ଉପପତି, ବସି ଭାଷି ରହେ କହେ ଏମନ୍ତ ଭାରତୀ—
- ସଂ. ବି. (ବହିଃ=ବାହାରେ ପ୍ରକଟିତ+ ଲିପି) — 1 (କ) ର୍ଣ୍ଣ ସୁଖ ଦାୟିନୀ ! କେ ଆଦିତ୍ୟ ନନ୍ଦନ? (କର) — 1(କ) ର୍ଣ୍ଣ ସୁଖ ଦାୟିନୀ ! କେ ଆଦିତ୍ୟ ନନ୍ଦନ? (କର)
- ସଂ. ବି. (ବହିଃ=ବାହାରେ ପ୍ରକଟିତ+ ଲିପି) — 2 (ର) ତି ଲାଳସି! କେ ସୁଖ କରଇ ବର୍ଦ୍ଧନ? (ରତି) — 2(ର) ତି ଲାଳସି! କେ ସୁଖ କରଇ ବର୍ଦ୍ଧନ? (ରତି)
- ସଂ. ବି. (ବହିଃ=ବାହାରେ ପ୍ରକଟିତ+ ଲିପି) — 3 (ହ) ରିଣ ନୟନା ! କେହୁ ସଂସାର ସର୍ଜଇ ? (ହରି) — 3(ହ) ରିଣ ନୟନା ! କେହୁ ସଂସାର ସର୍ଜଇ ? (ହରି)
- ସଂ. ବି. (ବହିଃ=ବାହାରେ ପ୍ରକଟିତ+ ଲିପି) — 4 (ର) ହସ୍ୟ ବର୍ଦ୍ଧିନି! କାହିଁ ରସ ପ୍ରବର୍ତ୍ତଇ? (ରହଃ) — 4(ର) ହସ୍ୟ ବର୍ଦ୍ଧିନି! କାହିଁ ରସ ପ୍ରବର୍ତ୍ତଇ? (ରହଃ)
- ସଂ. ବି. (ବହିଃ=ବାହାରେ ପ୍ରକଟିତ+ ଲିପି) — 5 (ସ) ଖି ! କେହୁ ଅଟଇ ନାରୀଙ୍କ ପ୍ରିୟତର? (ସଖୀ) — 5(ସ) ଖି ! କେହୁ ଅଟଇ ନାରୀଙ୍କ ପ୍ରିୟତର? (ସଖୀ)
- ସଂ. ବି. (ବହିଃ=ବାହାରେ ପ୍ରକଟିତ+ ଲିପି) — 6 (ମା) ନିନୀର କିସ ଛଡ଼ାଏ ନାଗରବଗ? (ମାନ) — 6(ମା) ନିନୀର କିସ ଛଡ଼ାଏ ନାଗରବଗ? (ମାନ)
- ସଂ. ବି. (ବହିଃ=ବାହାରେ ପ୍ରକଟିତ+ ଲିପି) — 7 (ନ) ର ଇନ୍ଦ୍ରଜା! ବିଷ୍ଣୁର କେହୁ ଅବତାର? (ନର) — 7(ନ) ର ଇନ୍ଦ୍ରଜା! ବିଷ୍ଣୁର କେହୁ ଅବତାର? (ନର)
- ସଂ. ବି. (ବହିଃ=ବାହାରେ ପ୍ରକଟିତ+ ଲିପି) — 8 (ଶ) ଶିହାସୀ ! କେ ଭୂଷଣ ମହାଦେବଙ୍କର? (ଶଶୀ) — 8(ଶ) ଶିହାସୀ ! କେ ଭୂଷଣ ମହାଦେବଙ୍କର? (ଶଶୀ)