ବହିର୍ମୁଖ Bahirmukha

  • ସଂ. ବିଣ.—(ବହୁବ୍ରୀହି; ବହିଃ+ ମୁଖ) — ଯାହାର ମୁହଁ ବାହାର ଆଡ଼କୁ ବୁଲିଅଛି — Facing outwards; with the face turned outwards; turnings one's face away from
  • ସଂ. ବିଣ.—(ବହୁବ୍ରୀହି; ବହିଃ+ ମୁଖ) — ବିମୁଖ; ପରାଙୁଖ — Averse from; indifferent to
  • ସଂ. ବିଣ.—(ବହୁବ୍ରୀହି; ବହିଃ+ ମୁଖ) — ବାହ୍ୟବିଷୟାସକ୍ତ — Much addicted to worldly or outer matters
  • ସଂ. ବିଣ.—(ବହୁବ୍ରୀହି; ବହିଃ+ ମୁଖ) — ମୁଖରୁ ବହିର୍ଗତ — Coming out of the mouth. (Apte)
  • ସଂ. ବି — ଦେବତା — God; deity