ବହିର୍ଭୂତ Bahirbhūta
- ସଂ. ବିଣ. (ବହିସ୍+ ଭୂ ଧାତୁ+ କର୍ତ୍ତୃ. ତ) — ବହିର୍ଗତ — Gone forth
- ସଂ. ବିଣ. (ବହିସ୍+ ଭୂ ଧାତୁ+ କର୍ତ୍ତୃ. ତ) — ବର୍ଜିତ — Abandoned
- ସଂ. ବିଣ. (ବହିସ୍+ ଭୂ ଧାତୁ+ କର୍ତ୍ତୃ. ତ) — ବହିଷ୍କୃତ; ତାଡ଼ିତ — Expelled; driven out
- ସଂ. ବିଣ. (ବହିସ୍+ ଭୂ ଧାତୁ+ କର୍ତ୍ତୃ. ତ) — ଅତୀତ (ସମୟ) — Past; expired (time)
- ସଂ. ବିଣ. (ବହିସ୍+ ଭୂ ଧାତୁ+ କର୍ତ୍ତୃ. ତ) — ବାହାରରେ ଥିବା — Situate outside; outside the scope of; beyond the boundaries of
- ସଂ. ବିଣ. (ବହିସ୍+ ଭୂ ଧାତୁ+ କର୍ତ୍ତୃ. ତ) — ଅମନୋଯୋଗୀ — Careless; inattentive
- ଦେ. ବିଣ—(ଆଦେଶ ବା ଇଚ୍ଛାର) — ଲଙ୍ଘନକାରୀ; ଅବାଧ୍ୟ — 1. Disregarding one's wish or order
- ଦେ. ବିଣ—(ଆଦେଶ ବା ଇଚ୍ଛାର) — ଅନ୍ଯଥାକୃତ — Performed or done otherwise