ବହିର୍ବାହ Bahirbāha
- ସଂ. ବି. (ବୈଜ୍ଞାନିକ ପରିଭାଷା; ବହିଃ+ ବାହ) — ଯେଉଁ ପ୍ରବାହ ଦ୍ୱାରା କୌଣସି ପଦାର୍ଥର ଅଭ୍ୟନ୍ତରସ୍ଥ ଜଳ ବାହାରରେ ବହୁ ଥାଏ — An outer current; exosmosis
- ସଂ. ବିଣ — ଯାହା (ଯେଉଁ ନଦୀ ଆଦି) ଦେଶର ବାହାର ଆଡ଼କୁ ବହି ଯାଉ ଥାଏ — Flowing or running outwards (said of a stream)