ବହିଦାର୍ Bahidār
- ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି. ବହିଦାର୍=ଖାତା ଲେଖକ) — ଯେ ହିସାବ ପତ୍ର ଲେଖେ — Accountant
- ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି. ବହିଦାର୍=ଖାତା ଲେଖକ) — ଯେ ବହି ତିଆରି କରେ — Book binder
- ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି. ବହିଦାର୍=ଖାତା ଲେଖକ) — ସମ୍ବଲପୁର କରଣମାନଙ୍କ ଉପାଧି ବିଶେଷ — A family-title of the Karaṇas in Sambalpur