ବହିଃ ପ୍ରାଣ Bahiḥ prāṇa

  • ସଂ. ବି — (କୌଣସି ବ୍ୟକ୍ତିର ଦେହର ବାହାରେ ଥିବା ଜୀବନ ସ୍ୱରୂପ କୌଣସି ବ୍ୟକ୍ତିର ପ୍ରିୟତମ ବ୍ୟକ୍ତି — One's beloved or dear person (as dear as one's life); any thing as dear as life (Apte)
  • ସଂ. ବି — ଟଙ୍କା; ମୁଦ୍ରା — Money (Apte)