ବହପ ପାଇବା Bahapa pāibā
- ଦେ. ବି — କୌଣସି କାର୍ଯ୍ୟ କରିବାକୁ ସାହସୀ ହେବା — Having courage to do a thing
- ଦେ. ବି — କୌଣସି କାମକୁ ବଳ ପାଇବା — Having strength or power for doing a thing
- ଦେ. ବି — (ଯଥା—ଏ ବୟସରୁ ପିଲାର କୋଡ଼ି ହାଣିବାକୁ ବହପ ପାଇବା ପାଇଁ ଖାଦ୍ୟ କାହିଁ ?)
- ଦେ. କ୍ରି — ଅନ୍ୟ ବ୍ୟକ୍ତିଠାରୁ ଉତ୍ସାହ ପାଇବା — To get encouragement from another to do something