ବସ Basa

  • ଦେ. ବି. (ସଂ. ବସା) — ଅନ୍ତ; ପୁଟା — Entrails
  • ଦେ. ବି. (ସଂ. ବସା) — [ଦ୍ର—ମାଛ ପେଟର ଅନ୍ତକୁ ବସ କୁହାଯାଏ।]
  • ଦେ. ବି. (ସଂ. ବସା) — ବସା; ଚର୍ବୀ — Fat
  • ବୈଦେ. ଅ. — (ଆ. ବସ୍= ଯଥେଷ୍ଟ) ଏତିକି — This much
  • ବୈଦେ. ଅ. — ଯଥେଷ୍ଟ — Enough !
  • ବୈଦେ. ଅ. — ବନ୍ଦକର; ତୁନି ହୁଅ — Stop !
  • ବୈଦେ. ଅ. — ବି (ଇଂ — Bus)ଯାତ୍ରୀ ବୁହା ମଟର—. Bus
  • ଦେ. କ୍ରି. (ବସିବା କ୍ରିୟାର ଅନୁଜ୍ଞା ରୂପ) — (ତୁମେ) ଉପବେଶନ କର — Do sit