ବସ୍ତ୍ର ଯୋନି Bastra j̄oni

  • ସଂ. ବି. ( 6 ଷ୍ଠୀ ତତ୍) — କୌଣସି ବସ୍ତ୍ରର ଉପାଦାନ (ଯଥା—ତୁଳା, ପାଟ, ଝୋଟ) — The material of cloth