ବସ୍ତ୍ର ଭୂଷଣ Bastra bhūshaṇa

  • ସଂ. ବି. (ଦ୍ୱନ୍ଦ୍ୱ; ବସ୍ତ୍ର+ଭୂଷଣ; ସହଚର) — ଲୁଗା ଓ ଅଳଙ୍କାର — Dress and ornaments