ବସ୍ତ୍ର ଗ୍ରନ୍ଥି Bastra granthi

  • ସଂ. ବି. ( 6 ଷ୍ଠୀ ତତ୍; ବସ୍ତ୍ର+ଗ୍ରନ୍ଥି) — ପିନ୍ଧିଥିବା ଲୁଗାର ଗଣ୍ଠି; ନୀବି; କଛାଗଣ୍ଠି — Knot of the lower garment