ବସ୍ତୂପମା Bastūpamā
- ସଂ. ବି — ଉପମାଳଙ୍କାରବିଶେଷ — A kind of simile
- ସଂ. ବି — [ଦ୍ର—ଯେଉଁଠାରେ ଉପମାନ ଓ ଉପମେୟ ବସ୍ତୁଙ୍କର ସାଧାରଣ ଧର୍ମର ଉଲ୍ଲେଖ ବା ପ୍ରକାଶ ହୋଇ ନ ଥାଏ ତାକୁ ବସ୍ତୂପମା ବୋଲା— ଯାଏ। ଯଥା—ରାଜୀବ ପରି ବଦନ, ନେତ୍ର ନୀଳୋତ୍ପଳ, ଉପମାନ ଓ ଉପମେୟରୂପେ ପ୍ରଯୁକ୍ତ ଦୁଇଟି ବାକ୍ୟର ସାଧାରଣ ଧର୍ମ ଭିନ୍ନ ଭିନ୍ନ ପଦଦ୍ୱାରା କଥିତ ହେଲେ ତାକୁ ପ୍ରତିବସ୍ତୂପମା ବୋଲାଯାଏ।]