ବସ୍ତାବନ୍ଦି Bastābandi

  • ଦେ. ବି. (ଫା. ବସ୍ତା+ସଂ. ବନ୍ଧନ) — ଧାନ ଚାଉଳ ଆଦି ବସ୍ତୁକୁ ଭିନ୍ନ ଭିନ୍ନ ବସ୍ତାରେ ପୂରାଇ ବାନ୍ଧିବା — Act of making of articles into bags or bales
  • ଦେ. ବିଣ — ଯାହା ବସ୍ତାରେ ବନ୍ଦ କରାଯାଇ ଅଛି — Baled;, made up into bales