ବସ୍ତାନି Bastāni

  • ଦେ. ବି (ଫା. ବସ୍ତା) — ଗୁଡ଼ାଏ ଲୁଗା ବା କାଗଜପତ୍ର ଏକତ୍ର ବନ୍ଧା ଯାଇଥିବା କନାର ପୁଡ଼ା — A cloth- packet of cloths or papers
  • ଦେ. ବି (ଫା. ବସ୍ତା) — ମୁନ୍ସି ଚକ୍ରଧର ଦାସ ବିଶାଳ ବସ୍ତାନି ଫିଟାଇ ମେଲି ଦେଲେ ଫକୀରମୋହନ, ଛମାଣ ଆଠଗୁଣ୍ଠ।