ବସ୍ (ଧାତୁ) Bas (root)

  • ସଂ — ବାସ କରିବା — To live
  • ସଂ — ଘର କରି ରହିବା — To settle
  • ସଂ — ଆଚ୍ଛାଦାନ କରିବା — To cover
  • ସଂ — ଅବସ୍ଥିତ ହେବା — To be; to exist (Apte)
  • ସଂ — (ସମୟ) ଯାପନ କରିବା — To pass (time) (Apte)
  • ସଂ — ପରିଧାନ କରିବା — To wear; to put on (Apte)