ବସେଇ ରଖିବା

  • ଦେ. କ୍ରି. — ବହୁକାଳ ଅପେକ୍ଷା କରାଇବା।
  • ଦେ. କ୍ରି. — ନିକମା କରି ବସାଇବା।
  • ଦେ. କ୍ରି. — ଦୀର୍ଘଜୀବୀ କରିବା।