ବସୁସ୍ଥଳୀ Basusthaḻī

  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ବସୁ+ସ୍ଥଳୀ) — ଧନାଗାର — Treasury
  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ବସୁ+ସ୍ଥଳୀ) — କୁବେର ଭବନ — The abode of Kubera
  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ବସୁ+ସ୍ଥଳୀ) — କୁବେରନଗରୀ; ଅଳକା — The capital of Kubera; Aḻakā