ବସୁଧାରା Basudhārā

  • ସଂ. ବି. (ବସୁ=ଧନ+ଧୃ ଧାତୁ=ଧାରଣ କରିବା+ଭାବ. ଅ+ସ୍ତ୍ରୀ. ଆ) — ଆଭ୍ୟୁଦୟିକ ବା ନାନ୍ଦୀମୁଖ ଶ୍ରାଦ୍ଧ ପୂର୍ବରୁ ଗୃହର କାନ୍ଥରେ ଘୃତର ସାତଗୋଟି ଧାରା ଦିଆଯାଇ ତାହାର ମୁଣ୍ଡରେ ଚନ୍ଦନ ଓ ସିନ୍ଦୂର ଟୋପା ମାରିବାରୂପ କୃତ୍ୟବିଶେଷ — A ritual consisting of letting seven currents of ghee trickle down a wall and putting tips of sandal-paste and vermillion on the heads thereof
  • ସଂ. ବି. (ବସୁ=ଧନ+ଧୃ ଧାତୁ=ଧାରଣ କରିବା+ଭାବ. ଅ+ସ୍ତ୍ରୀ. ଆ) — [ଦ୍ର—ଏ କୃତ୍ୟରେ ରାଜା ବସୁଙ୍କ ଉଦ୍ଦେଶ୍ୟରେ ଘୃତର 7 ଟି ଧାର କାନ୍ଥରେ ଦିଆଯାଏ। ପ୍ରଥମେ କାନ୍ଥରେ ଚନ୍ଦନଦ୍ୱାରା 7 ଟି ବିନ୍ଦୁ ଚିହ୍ନିତ କରାଯାଏ, ପରେ ବେଦମନ୍ତ୍ରପାଠପୂର୍ବକ ପାତ୍ରୀର ମୁଖକୁ କାନ୍ଥରେ ଲଗାଇ ତଳକୁ ଧାର ବୋହିଯିବା ଭାଳି 7 ଟି ଧାର ପାଖେ ପାଖେ ଲଗାଇ ଢାଳିବାକୁ ହୁଏ।] — [ଦ୍ର—ଏ କୃତ୍ୟରେ ରାଜା ବସୁଙ୍କ ଉଦ୍ଦେଶ୍ୟରେ ଘୃତର7ଟି ଧାର କାନ୍ଥରେ ଦିଆଯାଏ ପ୍ରଥମେ କାନ୍ଥରେ ଚନ୍ଦନଦ୍ୱାରା7ଟି ବିନ୍ଦୁ ଚିହ୍ନିତ କରାଯାଏ, ପରେ ବେଦମନ୍ତ୍ରପାଠପୂର୍ବକ ପାତ୍ରୀର ମୁଖକୁ କାନ୍ଥରେ ଲଗାଇ ତଳକୁ ଧାର ବୋହିଯିବା ଭାଳି7ଟି ଧାର ପାଖେ ପାଖେ ଲଗାଇ ଢାଳିବାକୁ ହୁଏ]
  • ସଂ. ବି. (ବସୁ=ଧନ+ଧୃ ଧାତୁ=ଧାରଣ କରିବା+ଭାବ. ଅ+ସ୍ତ୍ରୀ. ଆ) — 2 ( 6 ଷ୍ଠୀ ତତ୍; ବସୁ=ଜଳ+ଧାରା) ବୈଶାଖ ମାସରେ ପଣା— ସଂକ୍ରାନ୍ତି ଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ବା ଦେବତାଙ୍କ ଉପରେ ସଚ୍ଛିଦ୍ର ଜଳପୂର୍ଣ୍ଣ କଳସ ଝୁଲାଇ ତାହାର ଛିଦ୍ର ବାଟେ ଜଳଧାର ବୋହିବାର ଯେଉଁ ବ୍ୟବସ୍ଥା କରାଯାଏ — 2(6ଷ୍ଠୀ ତତ୍; ବସୁ=ଜଳ+ଧାରା) ବୈଶାଖ ମାସରେ ପଣା— ସଂକ୍ରାନ୍ତି ଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ବା ଦେବତାଙ୍କ ଉପରେ ସଚ୍ଛିଦ୍ର ଜଳପୂର୍ଣ୍ଣ କଳସ ଝୁଲାଇ ତାହାର ଛିଦ୍ର ବାଟେ ଜଳଧାର ବୋହିବାର ଯେଉଁ ବ୍ୟବସ୍ଥା କରାଯାଏ— A mode of maintaining a dropping flow of water from a jug (with a hole at the bottom) over the Basil plant of a Deity during the summer month of 'Ba̲i̱ṡākha.'
  • ସଂ. ବି. (ବସୁ=ଧନ+ଧୃ ଧାତୁ=ଧାରଣ କରିବା+ଭାବ. ଅ+ସ୍ତ୍ରୀ. ଆ) — ଜୈନଙ୍କ ଦେବୀବିଶେଷ (ହି. ଶ) — Name of a Goddess worshipped by the Ja̲i̱nas
  • ସଂ. ବି. (ବସୁ=ଧନ+ଧୃ ଧାତୁ=ଧାରଣ କରିବା+ଭାବ. ଅ+ସ୍ତ୍ରୀ. ଆ) — [ଦ୍ର—ଏହାଙ୍କର ଅନ୍ୟ ନାମ—ତାରା, ତାରିଣୀ, ନୀଳସରସ୍ୱତୀ, ମହାଶ୍ରୀ, ସ୍ୱାହା, ଶ୍ରୀ, ଜୟା, ଅନନ୍ତା, ଶିବା, ଭଦ୍ରା,ଶଙ୍ଖିନୀ, ମହାତାରା, ତ୍ରିଲୋଚନା—ହି. ଶ.]
  • ସଂ. ବି. (ବସୁ=ଧନ+ଧୃ ଧାତୁ=ଧାରଣ କରିବା+ଭାବ. ଅ+ସ୍ତ୍ରୀ. ଆ) — କୁବେରପୁରୀ; ଅଳକା (ହି. ଶ) — Name of the capital of Kubera
  • ସଂ. ବି. (ବସୁ=ଧନ+ଧୃ ଧାତୁ=ଧାରଣ କରିବା+ଭାବ. ଅ+ସ୍ତ୍ରୀ. ଆ) — ତୀର୍ଥବିଶେଷ (ହି. ଶ) — Name of a sacred place of the Hindus
  • ସଂ. ବି. (ବସୁ=ଧନ+ଧୃ ଧାତୁ=ଧାରଣ କରିବା+ଭାବ. ଅ+ସ୍ତ୍ରୀ. ଆ) — ନଦୀବିଶେଷ (ହି. ଶ) — Name of a river