ବସୁଧାଭୃତ୍ Basudhābhṛut

  • ସଂ. ବି. ପୁଂ. (ବସୁଧା+ଭୃ ଧାତୁ=ପାଳନ କରିବା+ କର୍ତ୍ତୃ. କ୍ୱିପ୍) — ପର୍ବତ — 1. Mountain
  • ସଂ. ବି. ପୁଂ. (ବସୁଧା+ଭୃ ଧାତୁ=ପାଳନ କରିବା+ କର୍ତ୍ତୃ. କ୍ୱିପ୍) — ରାଜା — King