ବସି ପଡ଼ିବା Basi paṟḍ̠ibā

  • ଦେ. କ୍ରି — (କ୍ଳାନ୍ତ ବା ଦୁଃସଂବାଦାର୍ତ୍ତ ହୋଇ ଠିଆ ହୋଇଥିବା ବ୍ୟକ୍ତି ବା ପ୍ରାଣୀ) ହଠାତ୍ ଉପବେଶନ କରିବା — To sit down suddenly
  • ଦେ. କ୍ରି — ଉଡ଼ୁ ଉଡ଼ୁ ଥରେ ବସି ପଡ଼ୁଛନ୍ତି କେବେ ପୁଷ୍ପେ କେବେ ପର୍ଣ୍ଣେ। ରାଧାନାଥ ପାର୍ବତୀ।
  • ଦେ. କ୍ରି — ହତାଶ ଓ ନିଶ୍ଚେଷ୍ଟ ହେବା; କିଂକର୍ତ୍ତବ୍ୟବିମୂଢ଼ ହେବା — To be bewildered; to be struck with despair