ବସା ସଞ୍ଚା Basā san̄chā

  • ଦେ. ବି — (ସହଚର) ଆଗନ୍ତୁକ ବ୍ୟକ୍ତିଙ୍କର ରହିବା ନିମନ୍ତେ ବସାଘର ଓ ରୋଷେଇ ପାଇଁ ଖାଦ୍ୟ ସାମଗ୍ରୀ — Lodgings and victuals for a newly arrived guest
  • ଦେ. ବି — ଏହି ସକାଶରୁ ବାଟରେ ବସାସଞ୍ଚା କରାଅ ତାଙ୍କପାଇଁ ନ କରି କିଛି ପଞ୍ଚା—କୃଷ୍ଣସିଂହ—ମହାଭାରତ—ଉଦ୍ଯୋଗ।
  • ଦେ. ବି — [ପୂର୍ବେ ରାଜାମାନଙ୍କ ନିକଟକୁ କେହି ବିଶିଷ୍ଟ ବ୍ୟକ୍ତି ଗଲେ ପ୍ରଥମରେ ତାଙ୍କୁ ବସାସଞ୍ଚା ଦିଆଯାଉଥିଲା।]