ବସା ଦହି Basā dahi

  • ଦେ. ବି — ଆଉଟା ଦୁଧ ଥଣ୍ଡା ହେଲେ ତହିଁରେ ମହୀ ବା ଖଟା ପକାଇ କିଛିକାଳ ରଖିଦେବା ପରେ ପ୍ରସ୍ତୁତ ହେବା ଘନୀଭୂତ ଦଧି — Curdled milk; coagulated milk; curd
  • ପ୍ରାଦେ. (ସମ୍ବଲପୁର) ବି — ଘୋଳ ଦହି — Curd