ବସନ୍ତ Basanta

  • ସଂ. ବି. (ବସ୍ ଧାତୁ= ବସ କରିବା+ଅଧିକରଣ. ଅନ୍ତ) — (ଯେଉଁ ଋତୁରେ ପ୍ରାଣିଗଣ ସୁଖରେ ବାସ କରିନ୍ତି)
  • ସଂ. ବି. (ବସ୍ ଧାତୁ= ବସ କରିବା+ଅଧିକରଣ. ଅନ୍ତ) — ବର୍ଷର ଛଅ ଋତୁ ମଧ୍ୟରୁ ନାତିଶୀତୋଷ୍ଣ ଋତୁ — The spring season
  • ସଂ. ବି. (ବସ୍ ଧାତୁ= ବସ କରିବା+ଅଧିକରଣ. ଅନ୍ତ) — [ଦ୍ର—ଫାଲଗୁନ, ଚୈତ୍ର ଓ ବୈଶାଖ ଏହି ତିନିମାସ ଓ ମତାନ୍ତରରେ ଫାଲଗୁନ ଓ ଚୈତ୍ରକୁ ସାଧାରଣତଃ ବସନ୍ତ ଋତୁ କହନ୍ତି]
  • ସଂ. ବି. (ବସ୍ ଧାତୁ= ବସ କରିବା+ଅଧିକରଣ. ଅନ୍ତ) — ସ୍ୱନାମ ପ୍ରସିଦ୍ଧ ବିସ୍ଫୋଟକ ରୋଗ; ଶୀତଳା ରୋଗ — Smallpox
  • ସଂ. ବି. (ବସ୍ ଧାତୁ= ବସ କରିବା+ଅଧିକରଣ. ଅନ୍ତ) — [ଦ୍ର—ଏ ରୋଗରେ ପ୍ରଥେମେ ଜ୍ୱର ହୋଇ 3 ୟ ଦିନ ଦେହରେ ଘିମିରି ଭଳି ବାହାରି ଯାଏ, ପରେ ଏହା ବଡ଼ ହୋଇ ପୂଜରେ ପୂର୍ଣ୍ଣ ହୋଇ ଯାଏ ଏବଂ 9 ଦିନ ପରେ ଶୁଖିଯାଇ ଖୋଳପା ଛାଡ଼ିଯାଏ। ଏହା ନାନାଆକାରରେ ବାହାରେ; ଯଥା—ବରଗୁଡ଼ିଆ ବା ମସୁରିଆ (ବରଗୁଡ଼ି ବା ମସୁର ପରି), ସୋରିଷିଆ (ସୋରିଷ ପରି ଛୋଟ ଛୋଟ), ମୁଗେଇ (ମୁଗ ଆକାରର) ବରକୋଳିଆ (ବରକୋଳି ପରି), ଅଖାବସନ୍ତ (ଯେଉଁ ବିସ୍ଫୋଟକ ଦେହ ଯାକ ଲେଶି ହୋଇଯାଇଥାଏ।) — [ଦ୍ର—ଏ ରୋଗରେ ପ୍ରଥେମେ ଜ୍ୱର ହୋଇ3ୟ ଦିନ ଦେହରେ ଘିମିରି ଭଳି ବାହାରି ଯାଏ, ପରେ ଏହା ବଡ଼ ହୋଇ ପୂଜରେ ପୂର୍ଣ୍ଣ ହୋଇ ଯାଏ ଏବଂ9ଦିନ ପରେ ଶୁଖିଯାଇ ଖୋଳପା ଛାଡ଼ିଯାଏ ଏହା ନାନାଆକାରରେ ବାହାରେ; ଯଥା—ବରଗୁଡ଼ିଆ ବା ମସୁରିଆ (ବରଗୁଡ଼ି ବା ମସୁର ପରି), ସୋରିଷିଆ (ସୋରିଷ ପରି ଛୋଟ ଛୋଟ), ମୁଗେଇ (ମୁଗ ଆକାରର) ବରକୋଳିଆ (ବରକୋଳି ପରି), ଅଖାବସନ୍ତ (ଯେଉଁ ବିସ୍ଫୋଟକ ଦେହ ଯାକ ଲେଶି ହୋଇଯାଇଥାଏ)
  • ସଂ. ବି. (ବସ୍ ଧାତୁ= ବସ କରିବା+ଅଧିକରଣ. ଅନ୍ତ) — ପୂର୍ବେ ବସନ୍ତରୋଗୀର ବିସ୍ଫୋଟକରୁ ପୂଜ (ବା ବୀଜ) ନେଇ ଲୋକଙ୍କ ଟୀକା (ଦେଶୀ ଟୀକା) ଦେବା ଦ୍ୱାରା ସେମାନଙ୍କୁ ବସନ୍ତର ମାରାତ୍ମକ ଆକ୍ରମଣରୁ ରକ୍ଷା କରିବାକୁ ଚେଷ୍ଟା କରାଯାଉଥିଲା; ମାତ୍ର ଏବେ ବସନ୍ତ ରୋଗାକ୍ରାନ୍ତ ଗୋରୁର ବିସ୍ଫୋଟକରୁ ବୀଜ ନେଇ ଟୀକା (ବିଲାତିଟିକା ବା ଗୋବୀଜଟୀକା) ଦେବାର ବିଧାନ ଚଳୁଅଛି।
  • ସଂ. ବି. (ବସ୍ ଧାତୁ= ବସ କରିବା+ଅଧିକରଣ. ଅନ୍ତ) — ଲୋକେ 'ଶୀତଳା' ଠାକୁରାଣୀଙ୍କୁ ବସନ୍ତ ରୋଗର ଅଧିଷ୍ଠାତ୍ରୀ ଦେବତା ବୋଲି ବିଶ୍ୱାସ କରି ତାହାଙ୍କୁ ପୂଜା କରନ୍ତି ଏବଂ ବସନ୍ତ ରୋଗୀ ପ୍ରଳାପ କଲେ 'ଠାକୁରାଣୀ ଅବତରୁଛନ୍ତି; ବୋଲି କହନ୍ତି।
  • ସଂ. ବି. (ବସ୍ ଧାତୁ= ବସ କରିବା+ଅଧିକରଣ. ଅନ୍ତ) — ଆୟୂର୍ବେଦରେ ଏହି ବସନ୍ତରୋଗର ନାମ ମସୂରକ ବା ମସୁରିକା। ପ୍ରକୁପିତ ଶ୍ଳେଷ୍ମା ଓ ପିତ୍ତଯୋଗୁଁ ରକ୍ତ ଦୂଷିତ ହେଲେ ଏ ରୋଗ ହୁଏ। ମନୁଷ୍ୟ ଦେହରେ ରୋଗବୀଜ ପ୍ରବେଶ କରିବାର 10। 12 ଦିନ ପରେ ଏହା ପ୍ରକାଶ ପାଏ। ଏହାର ଅବସ୍ଥାମାନ ଯଥା— 1 । ଅପ୍ରକାଶ ଅବସ୍ଥା। — ଆୟୂର୍ବେଦରେ ଏହି ବସନ୍ତରୋଗର ନାମ ମସୂରକ ବା ମସୁରିକା ପ୍ରକୁପିତ ଶ୍ଳେଷ୍ମା ଓ ପିତ୍ତଯୋଗୁଁ ରକ୍ତ ଦୂଷିତ ହେଲେ ଏ ରୋଗ ହୁଏ ମନୁଷ୍ୟ ଦେହରେ ରୋଗବୀଜ ପ୍ରବେଶ କରିବାର10 12ଦିନ ପରେ ଏହା ପ୍ରକାଶ ପାଏ ଏହାର ଅବସ୍ଥାମାନ ଯଥା—1 ଅପ୍ରକାଶ ଅବସ୍ଥା
  • ସଂ. ବି. (ବସ୍ ଧାତୁ= ବସ କରିବା+ଅଧିକରଣ. ଅନ୍ତ) — ଆକ୍ରମଣାବସ୍ଥା—କମ୍ପ ବା ଶୀତ ହୋଇ ଜ୍ୱର ହୁଏ। ଶରୀରର ଉତ୍ତାପ 104 - 107 ଡିଗ୍ରୀ ଯାଏ ହୁଏ। ଏହି ଜ୍ୱରକୁ ମୁଖ୍ୟଜ୍ୱର କହନ୍ତି। ଜ୍ୱର ସଙ୍ଗେ ପେଟବ୍ଯଥା ହୁଏ, ବାନ୍ତି ମାଡ଼େ, ଦେହ, ଅଣ୍ଟା ପିଠ ଘୋଳିବିନ୍ଧି ହୁଏ, ମୁଣ୍ଡ ବଥାଏ ଏହଂ ମୁହଁ ଲାଲ ହୋଇଯାଏ। ସ୍ଥଳବିଶେଷରେ ପ୍ରଳାପ, ଆକ୍ଷେପ ଓ ମୂର୍ଚ୍ଛା ମଧ୍ୟ ହୁଏ। — ଆକ୍ରମଣାବସ୍ଥା—କମ୍ପ ବା ଶୀତ ହୋଇ ଜ୍ୱର ହୁଏ ଶରୀରର ଉତ୍ତାପ104-107ଡିଗ୍ରୀ ଯାଏ ହୁଏ ଏହି ଜ୍ୱରକୁ ମୁଖ୍ୟଜ୍ୱର କହନ୍ତି ଜ୍ୱର ସଙ୍ଗେ ପେଟବ୍ଯଥା ହୁଏ, ବାନ୍ତି ମାଡ଼େ, ଦେହ, ଅଣ୍ଟା ପିଠ ଘୋଳିବିନ୍ଧି ହୁଏ, ମୁଣ୍ଡ ବଥାଏ ଏହଂ ମୁହଁ ଲାଲ ହୋଇଯାଏ ସ୍ଥଳବିଶେଷରେ ପ୍ରଳାପ, ଆକ୍ଷେପ ଓ ମୂର୍ଚ୍ଛା ମଧ୍ୟ ହୁଏ
  • ସଂ. ବି. (ବସ୍ ଧାତୁ= ବସ କରିବା+ଅଧିକରଣ. ଅନ୍ତ) — କ୍ରମେ କ୍ରମେ ଦାଗସବୁ ଉଚ୍ଚ ହୋଇ ସୋରିଷ କିମ୍ବା ବନ୍ଧୁକର ଛର୍ରା ପରି ଫୋଟକାରେ ପରିଣତ ହୁଏ। ଏହି ଫୋଟକାଗୁଡ଼ିକ ଜଳୀୟପଦାର୍ଥରେ ପୂରିଯାଏ। — 3ସ୍ଫୋଟକ ଅବସ୍ଥା—ଜ୍ୱରର3ୟ ବା4ର୍ଥ ଦିବସରେ ମୁଖ— ମଣ୍ଡଳରେ ଓ ଦେହରେ ଉଜ୍ୱଳ ଲାଲବର୍ଣ୍ଣ ଦାଗ ଦିଶେ
  • ସଂ. ବି. (ବସ୍ ଧାତୁ= ବସ କରିବା+ଅଧିକରଣ. ଅନ୍ତ) — 8 ମ ଦିନ ପରେ ଫୋଟକା ଫାଟି ସେଥିରୁ ପୂଜ ବୋହିବାକୁ ଆରମ୍ଭ କରେ। 11 ଶ ବା 14 ଶ ଦିନ ଫୋଟକା ଶୁଖି ଚୋପା ଛାଡ଼େ; ମାତ୍ର ଫୋଟକାର ଦାଗ 7 8 ସପ୍ତାହଯାଏ ରହେ। ଫୋଟକା ମାରାତ୍ମକ ହୋଇଥିଲେ ଦେହରେ ଚମ ଏକାବେଳକେ ନଷ୍ଟ ହୋଇଯାଇ ଗାତମାନ ହୋଇଯାଏ। ଆଖିରେ ବସନ୍ତ ବାହାରିଲେ ଆଖି ଫୁଟିଯାଏ। — 5ମ ଦିନ ଫୋଟକାର ଜଳୀୟ ଅଂଶ ପୂଜେଇ ଯାଏ8ମ ଦିନ ପରେ ଫୋଟକା ଫାଟି ସେଥିରୁ ପୂଜ ବୋହିବାକୁ ଆରମ୍ଭ କରେ11ଶ ବା14ଶ ଦିନ ଫୋଟକା ଶୁଖି ଚୋପା ଛାଡ଼େ; ମାତ୍ର ଫୋଟକାର ଦାଗ78ସପ୍ତାହଯାଏ ରହେ ଫୋଟକା ମାରାତ୍ମକ ହୋଇଥିଲେ ଦେହରେ ଚମ ଏକାବେଳକେ ନଷ୍ଟ ହୋଇଯାଇ ଗାତମାନ ହୋଇଯାଏ ଆଖିରେ ବସନ୍ତ ବାହାରିଲେ ଆଖି ଫୁଟିଯାଏ
  • ସଂ. ବି. (ବସ୍ ଧାତୁ= ବସ କରିବା+ଅଧିକରଣ. ଅନ୍ତ) — ବସନ୍ତରୋଗର ଆନୁସଙ୍ଗିକ ଉପସର୍ଗମାନ—ଫୁସ୍ଫୁସ୍ରେ ଓ ହୃଦୟରେ ରୋଗ, ଉଦରାମୟ ଓ ମୁଖବାଟେ ରକ୍ତ ପଡ଼ିବା