ବସନ୍ତୋତ୍ସବ Basantotsaba

  • ସଂ. ବି. (ମ. ପ. ଲୋ; ବସନ୍ତକାଳୀନ ଉତ୍ସବ) — ପୂର୍ବେ ମାଘ ଶୁକ୍ଳପଞ୍ଚମୀର ପର ଦିନ କାମଦେବ ଓ ବସନ୍ତର ପୂଜା କରାଯାଉଥିବା ଉତ୍ସବ; ମଦନୋତ୍ସବ (ହି. ଶ) — A festival formerly observed in honour of God Cupid during the spring on the sixth day of the bright lunar fortnight of Māgha
  • ସଂ. ବି. (ମ. ପ. ଲୋ; ବସନ୍ତକାଳୀନ ଉତ୍ସବ) — ହୋଲିକା ଉତ୍ସବ; ହୋଲି (ହି. ଶ.) — The Holi festival (about the full moon of Phālguna)
  • ସଂ. ବି. (ମ. ପ. ଲୋ; ବସନ୍ତକାଳୀନ ଉତ୍ସବ) — [ଦ୍ର—ପୂର୍ବେ ଏ ଉତ୍ସବ ଚୈତ୍ର ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉ— ଥିଲା। ଅଧୁନା ଫାଲ୍ଗୁନ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଅଛି — Apte]