ବସନ୍ତିଆ Basantiā

  • ଦେ. ବିଣ. (ସଂ. ବାସନ୍ତିକ) — ଫକା ହଳଦିଆ ରଙ୍ଗ ଯୁକ୍ତ — Light yellow
  • ଦେ. ବିଣ. (ସଂ. ବାସନ୍ତିକ) — ବସନ୍ତକାଳ ସମ୍ବନ୍ଧୀୟ — Relating to the spring; vernal