ବସନ୍ତରା Basantarā
- ଗ୍ରା. ବି — (ସଂ. ବସୁଧାରା) ବସୁଧାରା 2 (ଦେଖ) — (ସଂ. ବସୁଧାରା) ବସୁଧାରା2(ଦେଖ). Basudhārā 2 (See)
- ଗ୍ରା. ବି — (ସଂ. ବସନ୍ତ ଓ ରାଜନ୍) ଶୂଦ୍ର ଓ ଭଣ୍ଡାରିମାନଙ୍କର ରାଜଦତ୍ତ ଉପାଧିବିଶେଷ — A title given to ṡūdras
- ପ୍ରାଦେ. (ପାରିକୁଦ) ବି — ପାରିକୁଦ ରାଜାଙ୍କ ପାଖଲୋକଙ୍କ ମଧ୍ୟରୁ ଯେ ରାଜାଙ୍କ ଅତ୍ୟନ୍ତ ପ୍ରିୟପାତ୍ର ହୁଏ ତାହାର ରାଜଦତ୍ତ ଉପାଧି — A title given to the most favourite servant of the Rājā of Pārikuda