ବସନ୍ତଦୂତିକା Basantadūtikā
- ସଂ. ବି ( 6 ଷ୍ଠୀ ତତ୍; ବସନ୍ତ+ଦୂତିକା) — କୋକିଳା — A female cuckoo
- ସଂ. ବି ( 6 ଷ୍ଠୀ ତତ୍; ବସନ୍ତ+ଦୂତିକା) — ମାଧବୀଲତା — A flowering creeper
- ସଂ. ବି ( 6 ଷ୍ଠୀ ତତ୍; ବସନ୍ତ+ଦୂତିକା) — ପାଟଳୀଗଛ — A flowering tree
- ସଂ. ବି ( 6 ଷ୍ଠୀ ତତ୍; ବସନ୍ତ+ଦୂତିକା) — ଗଣିକାରି; ଅଗବଥୁ ଗଛ — Premna Integrifolia (tree)